ତରାଫ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତରପ, ତର୍ପ, ତର୍ଫ—ଅନ୍ୟରୂପ)

  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ତରଫ୍) ସମ୍ପାଦନା

୧. ପକ୍ଷ — ୧. Party.

[ଯଥା—ହାକିମ କାହା ତରଫକୁ ଢଳି ନାହାନ୍ତି]

ଅନୁବାଦ ସମ୍ପାଦନା

୨. ଦିଗ —୨. Direction.

(ଯଥା—ସୂର୍ଯ୍ୟ ପୂର୍ବ ତରଫରୁ ଉଇଁଲେଣି)

୩. ସୀମା —୩. Boundary.

(ଯଥା—କଟକ ସହରର ଦକ୍ଷିଣ ତରଫରେ କାଠଯୋଡ଼ୀ ନଦୀ)

୪. ନିକଟବର୍ତ୍ତୀ ଅଞ୍ଚଳ — ୪. Proximity; a tract of a country

(ଯଥା—କଲିକତା ତରଫରେ ଏବେ ଭାରି ବର୍ଷା ହୋଇଅଛି)

୫. ପାଖ; ପାର୍ଶ୍ୱ; ୘ଡ଼ —୫. Side.

(ଯଥା—ମୋ ବାଆଁ ତରଫ ଅଙ୍ଗ ବିନ୍ଧୁଛି)

ଦେଶଜ - ବିଶେଷଣ - ସମ୍ପାଦନା

ପକ୍ଷୀୟ; ପକ୍ଷରୁ କାର୍ଯ୍ୟ କରୁଥିବା —Working or appearing on behalf of; representing.

(ଯଥା—ସେ ଜମିଦାରଙ୍କ ତରଫ ଗୁମାସ୍ତା)

ଦେଶଜ - ଅବ୍ୟୟ ସମ୍ପାଦନା

(କଚିରିଆ ଭାଷା) ପକ୍ଷରୁ — On behalf of.

(ଯଥା—ନରହରି ମିଶ୍ର, ମହାଫିସ୍ 'ତରଫ' ନାବାଲଗ)

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଏହି ଶବ୍ଦର ସାଙ୍କେତିକ ତ ଯଥା— ଅମୁକ ମହାଫିସ୍ ତ ଅମୁକ ନାବାଲଗ୍]