ତରାଜୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା; ତୁଳ. ସଂସ୍କୃତ - ଏହି ଅର୍ଥରେ ନାରାଚୀ; ତେଲୁଗୁ - ତ୍ରାସୁ) ସମ୍ପାଦନା

ନିକ୍ତି; ତଉଲିବା କାଠି ଓ ପଲା; ତୁଳା— ଯନ୍ତ୍ର —A pair of scales; a balance.

ଧର୍ମତରାଜୁରେ ସବୁ ତୁଳନ ହେଉଛି—ପ୍ରାଚୀ. ବ୍ରହ୍ମନିରୂପଣଗୀତା