ତରମିମ୍ ଡିଗ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତରୁମୀମ୍+ଇଂରାଜୀ - ଡିକ୍ରୀ) (କଚିରିଆ ଭାଷା) ସମ୍ପାଦନା

ବାଦୀ ଉପସ୍ଥାପିତ କରିଥିବା ଦାବୀର ପରିମାଣ ବା ପ୍ରକାରକୁ ସଂଶୋଧିତ ବା ପରିବର୍ତ୍ତିତ


ଅନୁବାଦ ସମ୍ପାଦନା

କରି ହାକିମ ଯେଉଁ ଡିଗ୍ରୀ ଦିଅନ୍ତି —Modified decree; decree passed by rejecting or modifying part of the claim.