ତରମିମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତରମୀମ୍) (କଚିରିଆ ଭାଷା) ସମ୍ପାଦନା

୧. ସଂଶୋଧନ —୧. Correction; rectification.
୨. ପରିବର୍ତ୍ତନ —୨. Modification.
୩. ଆଂଶିକଭାବରେ ଦାବୀକୁ ଅଗ୍ରାହ୍ୟ କରିବା — ୩. Rejection of a portion of a claim.

ବିଶେଷଣ - ସମ୍ପାଦନା

୧. ସଂଶୋଧିତ —୧. Corrected.
୨. ପରିବର୍ତ୍ତିତ —୨. Modified.
୩. ଆଂଶିକ ଅଗ୍ରାହ୍ୟ ହୋଇଥିବା — ୩. With a portion rejected; partially rejected; rejected in part.