ତରଭୁଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ତରବୁଜ, ତରମୁଜ, ତରୁଭୁଜ, ତରୁବୁଜ, ତରୁମୁଜଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ତରମ୍ୱୂଜ; ତୁଳ. ଫାରାସୀ - ତର୍ବୁଜ୍) ସମ୍ପାଦନା

କୁଷ୍ମାଣ୍ଡାଦିବର୍ଗର ଜଳବହୁଳ ମିଷ୍ଟ ଲତାଫଳବିଶେଷ; ଖରଭୁଜ; ଖରଭୁଜା —Water-melon; Citrullus Vulgaris; Cucurbita Citrullus (Kirtikar).

ତରଭୁଜ ଆମ୍ର ପନସ ନାନା ଖାଦ୍ୟ ସମ୍ଭାର ଗଙ୍ଗାଧର ମେହେର କୀଚକବଧ

[ଦ୍ରଷ୍ଟବ୍ୟ —ଏଫଳର ଆକୃତି କେତେକାଂଶରେ ମନୁଷ୍ୟର ମୁଣ୍ଡପରି; ପାଚିଲେ ମଧ୍ୟ ସବୁଜବର୍ଣ୍ଣ ଦେଖାଯାଏ; ବାଲିଆ ଓ ପଟୁ ମାଟିରେ ଏ ଲତା ଖୁବ୍ ମାଡ଼େ ଓ ଫଳେ]