ତରଭୁଜ
ତରଭୁଜ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାତରବୁଜ, ତରମୁଜ, ତରୁଭୁଜ, ତରୁବୁଜ, ତରୁମୁଜଅନ୍ୟରୂପ)
ଦେଶଜ - ବିଶେଷ୍ୟ -(ସଂସ୍କୃତ - ତରମ୍ୱୂଜ; ତୁଳ. ଫାରାସୀ - ତର୍ବୁଜ୍)
ସମ୍ପାଦନାକୁଷ୍ମାଣ୍ଡାଦିବର୍ଗର ଜଳବହୁଳ ମିଷ୍ଟ ଲତାଫଳବିଶେଷ; ଖରଭୁଜ; ଖରଭୁଜା —Water-melon; Citrullus Vulgaris; Cucurbita Citrullus (Kirtikar).
ତରଭୁଜ ଆମ୍ର ପନସ ନାନା ଖାଦ୍ୟ ସମ୍ଭାର ଗଙ୍ଗାଧର ମେହେର କୀଚକବଧ
[ଦ୍ରଷ୍ଟବ୍ୟ —ଏଫଳର ଆକୃତି କେତେକାଂଶରେ ମନୁଷ୍ୟର ମୁଣ୍ଡପରି; ପାଚିଲେ ମଧ୍ୟ ସବୁଜବର୍ଣ୍ଣ ଦେଖାଯାଏ; ବାଲିଆ ଓ ପଟୁ ମାଟିରେ ଏ ଲତା ଖୁବ୍ ମାଡ଼େ ଓ ଫଳେ]