ତରଫା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷଣ - (ଆରବୀ - ତରଫ୍+ଫାରାସୀ - ପ୍ରତ୍ୟୟ ଆ) ସମ୍ପାଦନା

୧. (ଅମୁକ) ପକ୍ଷୀୟ; ପକ୍ଷାବଲମ୍ୱୀ —୧. Espousing the cause of; dealing with the side of.
୨. (ଅମୁକ) ଦିଗବ୍ୟାପୀ — ୨. Extending to a quarter or quarters.

[ଦ୍ରଷ୍ଟବ୍ୟ —ଏହା ସଂଖ୍ୟାବାଚକ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା—ଏକତରଫା, ଦୋତରଫା; ଚଉତରଫା]