ତରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାରହେବା+ଭାବ. ଅନ) ସମ୍ପାଦନା

୧. ପାରଗମନ; ପାରିହେବା; ଅତିକ୍ରମଣ — ୧. Act of crossing over; passing over.
୨. ପ୍ଳବନ; ପହଁରିବା —୨. Swimming.
୩. ଦେଶାନ୍ତର ଗମନ —୩. Going a broad.
୪. (+କରଣ ଅନ) ଭେଳା —୪. Raft.
୫. ଡଙ୍ଗା —୫. Boat.
୬. ସ୍ୱର୍ଗ —୬. Heaven.


୭. ନିସ୍ତାର; ଉଦ୍ଧାର —୭. Deliverance.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବଟା ଚାଉଳ କ୍ଷିରୀ; ଯାଉ —୧. Gruel.

ତିନିପା ଦେଇଣ ପାଏକ ବଳିଲେ ଆପେ ତରଣ ରାନ୍ଧଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

୨. ପିଠା କରିବା ସକାଶେ ବଟା ଯାଇଥିବା ପିଠଉ — ୨. Dough; paste made from grains for making cakes.