ତରଜମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତରଜୁମା, ତର୍ଜମା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ -(ଆରବୀ - ତର୍ଜୁମା) ସମ୍ପାଦନା

୧. ଭାଷାନ୍ତରୀକରଣ; ଅନୁବାଦ —୧. Translation.
୨. ଭାଷାନ୍ତରିତ ବା ଅନୂଦିତ ବିଷୟ — ୨. Translated matter.