ତରକା ହିଂସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତରକାହିଂସା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ମୁସଲମାନଙ୍କ ସମ୍ପତ୍ତି ବିଭାଗ ଆଇନ)— (ଫାରାସୀ - ତରକୀ=ମୃତ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିର ଅବଶିଷ୍ଟ ଅଂଶ+ହିସ୍ସା=ବଣ୍ଟନରେ ବିଭଜ୍ଜିତ ଅଂଶ) ସମ୍ପାଦନା

କୋରାନ୍ ଅନୁସାରେ ମୃତ ବ୍ୟକ୍ତିର ପ୍ରତ୍ୟକ୍ଷ ଉତ୍ତରାଧିକାରୀମାନେ ଅଂଶ ନେବା ପରେ ଅବଶିଷ୍ଟ ସମ୍ପତ୍ତିକୁ ବାଣ୍ଟିନେବା ହିଂସାଦାରଙ୍କ ହିଂସା — Residuary share got by certain collateral relations of a deceased person.