ତରକା ହିଂସା
ତରକା ହିଂସା
ଉଚ୍ଚାରଣ
ସମ୍ପାଦନା(ତରକାହିଂସା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ମୁସଲମାନଙ୍କ ସମ୍ପତ୍ତି ବିଭାଗ ଆଇନ)— (ଫାରାସୀ - ତରକୀ=ମୃତ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିର ଅବଶିଷ୍ଟ ଅଂଶ+ହିସ୍ସା=ବଣ୍ଟନରେ ବିଭଜ୍ଜିତ ଅଂଶ)
ସମ୍ପାଦନାକୋରାନ୍ ଅନୁସାରେ ମୃତ ବ୍ୟକ୍ତିର ପ୍ରତ୍ୟକ୍ଷ ଉତ୍ତରାଧିକାରୀମାନେ ଅଂଶ ନେବା ପରେ ଅବଶିଷ୍ଟ ସମ୍ପତ୍ତିକୁ ବାଣ୍ଟିନେବା ହିଂସାଦାରଙ୍କ ହିଂସା — Residuary share got by certain collateral relations of a deceased person.