ତରକାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତର୍କାରି—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତରକାରୀ=କଞ୍ଚା ଶାଗ ପତ୍ର) ସମ୍ପାଦନା

(ଉର୍ଦ୍ଦୁରେ ତରକାରୀର ଅର୍ଥ—ମାଂସ ତିଅଣ)

୧. ତର୍କାରି; ବ୍ୟଞ୍ଜନ; ତିଅଣ; ପରିବା ତିଅଣ — ୧. Vegetable curry.
୨. ମାଛ ମାଂସର ତିଅଣ — ୨. Fish or meat curry.
୩. ବ୍ୟଞ୍ଜନାର୍ଥ ଗୃହୀତ ଫଳ ମୂଳାଦି; ପରିବା — ୩. Kitchen-vegetables; esculent vegetables; greens.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଡାଲି, ଭାତ, ତିଅଣ, ଭାଜି ଆଦି ଶବ୍ଦ ସଙ୍ଗେ ଅନୁଚରରୂପେ ବ୍ୟବହୃତ ହୁଏ; ଏହାର ଫାରସୀ ଅର୍ଥ ପରିବାପତ୍ରରେ ରନ୍ଧା ତିଅଣ ଓ କଞ୍ଚା ପରିବା ଓ ଶାଗ]