ତର
ତର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାର ହେବା+ଭାବ. ଅ)
ସମ୍ପାଦନା- ୧. ସନ୍ତରଣ —୧. Swimming.
- ୨. ଅତିକ୍ରମଣ; ପାରିହେବା —୨. Crossing.
- ୩. ଗତି —୩. Motion.
ଏବେ ଚାହିଁବ ଯେବେ ବୁଝଟିତାର—ଭଞ୍ଜ ପ୍ରେମସୁଧାନିଧି
- ୪. (+ଅଧିକରଣ. ଅ) ପଥ —୪. Path; road; way.
- ୫. ଆଘାତ —୫. Striking; stroke.
- ୬. (+କରଣ. ଅ) ଘାଟ—ପାରି ମାହାସୁଲ; ନଈ ଆଦି ପାରି ହେବା ସକାଶେ ଘାଟବାଲାକୁ ଦେବା ଶୁଳ୍କ — ୬. Toll paid for being taken across a ferry.
- ୭. ନଈ ପାରି କରିବା ନୌକା —୭. A ferry-boat.
- ୮. ପାର ଉତାର କରିବା କର୍ମ —୮. Ferrying across.
- ୯. ଅଗ୍ନି (ହିନ୍ଦୀ - ଶବ୍ଦସାଗର) —୯. Fire.
- ୧. ବୃକ୍ଷ (ହିନ୍ଦୀ - ଶବ୍ଦସାଗର) —୧୦. Tree.
ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅ)
ସମ୍ପାଦନାପାରଗାମୀ —Having crossed a river or water.
ସଂସ୍କୃତ - ପ୍ରତ୍ୟୟ
ସମ୍ପାଦନା- ୧. ଦୁଇ ବ୍ୟକ୍ତି ବା ବସ୍ତୁ ମଧ୍ୟରେ ଉତ୍କର୍ଷ ବା ଅପକର୍ଷସୂଚକ ପ୍ରତ୍ୟୟବିଶେଷ —୧. Comparative suffix added to adjectives like 'er' as in 'smaller' and 'greater'.
[ଯଥା—ଗୁରୁତର; କ୍ଷୁଦ୍ରତର]
[ଦ୍ରଷ୍ଟବ୍ୟ —ଗୁଣବାଚକ ବିଶେଷଣ ପଦର ଉତ୍ତର ଏହି ପ୍ରତ୍ୟୟ ହୁଏ]
- ୨. ଦୁଇ ବସ୍ତୁ ମଧ୍ୟରୁ ଏକକୁ ନିର୍ଦ୍ଦେଶ କରିବାପାଇଁ କିମ୍, ତଦ୍ ଓ ଯଦ୍ ଶବ୍ଦ ସଙ୍ଗେ ବ୍ୟବହୃତ ପ୍ରତ୍ୟୟ — ୧. A suffix indicating one of the two.
[ଦ୍ରଷ୍ଟବ୍ୟ —ଏଥିରେ ନିଷ୍ପନ୍ନ ପଦ କତର, ତତର, ଯତର—ଆପ୍ତେ]
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଛଳନା —୧. Feigning; excuse; pretence.
[ଯଥା—ପିଲା ଚାହାଳିକୁ ନ ଯିବା ପାଇଁ ତର କାଢ଼ୁଛି]
- ୨. ସୁଯୋଗ; ସୁବିଧା —୨. Opportunity.
- ୩. ବିଳମ୍ୱ —୩. Delay.
[ଯଥା—ଭାତ ଗଳା ହେବା ଯାଏ ମୋର ତର ସହିଲା ନାହିଁ]
- ୪. ଅବକାଶ; ଫୁର୍ସେତ୍ —୪. Leisure.
ତୋତେ ନିମିଷେ ନାହିଁ ତର—ପ୍ରାଚୀ ନିର୍ଗୁଣ ମାହାତ୍ମ୍ୟ
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା(ସ୍ୱତ୍ୱର) ଚଞ୍ଚଳ; ଶୀଘ୍ର; ତ୍ୱରିତ — Swiftly; hurriedly.
ବୃଷଭାସନେ ବୃଷ ଭାଷଣେ ଅତି ତର—ଭଞ୍ଜ. ବୈଦେହୀଶବିଳାସ
ପ୍ରାଦେଶିକ - (ବାଲେଶ୍ୱର) ସର୍ବନାମ
ସମ୍ପାଦନାତୋର; ତୋହୋର — Your; yours.