ତମାଦି ରକ୍ଷା
ତମାଦି ରକ୍ଷା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାତମାଦି ରକ୍ଷା
|
=== ଦେଶଜ - ବିଶେଷ୍ୟ - (କଚିରିଆ ଭାଷା)
ତମସୁକ ଆଦି ତମାଦି ହେବାର ଆଇନ୍ରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଉକ୍ତ ତମସୁକ ବାବତ୍ ପାଉଣା ମଧ୍ୟରୁ କିଛି ଟଙ୍କା ଆଦାୟ ଦେବା, କିମ୍ୱା ଉକ୍ତ ପ୍ରାପ୍ୟ ଲିଖିତ ଭାବରେ ସ୍ୱୀକାର କରିବାଦ୍ୱାରା ତମାଦି ଦୋଷରୁ ଉକ୍ତ ଦଲିଲକୁ ବଞ୍ଚାଇ ରଖିବା —The saving of limitation by part payment or acknowledgement of the dues on a bond.