ତମାଦି ଦୋଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା) ସମ୍ପାଦନା

ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା ପରେ ମକଦ୍ଦମା ବା ଦରଖାସ୍ତ ଦାଏର ହେବା ଯୋଗୁଁ ଘଟିବା ଦୋଷ, ଯହିଁ ଯୋଗୁଁ ପ୍ରାର୍ଥନାକାରୀଙ୍କୁ ପ୍ରାର୍ଥିତ ପ୍ରତୀକାର ମିଳି ପାରେ ନାହିଁ — Bar of limitation in a suit or case.