ତମାଖୁ ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ତମାଖୁ ଟାଣିବା, ତମାଖୁ ପିଇବାଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ହୁକ୍କାଦ୍ୱାରା ଗୁଡ଼ାଖୁର ଧୂଆଁ ପିଇବା ବା ଟାଣିବା —୧. To smoke tobacco-mixure with a hubble-bubble.
୨. ତମାଖୁ ପତ୍ରର ଗୁଣ୍ଡା ବା ଖଣ୍ଡମାନ ଚିଲମରେ ବା ନଳୀ ଭରି ସେଥିରେ ନିଆଁ ଲଗାଇ କିମ୍ୱା ପିକା ବା ଚୁରୁଟଦ୍ୱାରା ତହିଁର ଧୂଆଁ ପିଇବା — ୨. To smoke tobacco leaves with cigarettes or pipes.