ତବିଅତ୍ ଦାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତବିଅତ୍ ଦାରୀ—ବି)

  • (file)

ବୈଦେଶିକ - ବିଶେଷଣ - (ଆରବୀ - ତବିଅତ୍+ଫାରାସୀ - ପ୍ରତ୍ୟୟ ଦାର୍) ସମ୍ପାଦନା

୧. ଭାବୁକ —Thinker.
୨. ରସିକ; ରସଜ୍ଞ —୨. A person of wit and humour.
୩. ସମଜଦାର୍ —୩. A person of intelligence.