ତବିଅତ୍ ଖରାପ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତବିଅତ୍ ବିଗିଡ଼ିବା—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ତବୀଅତ୍+ଫାରାସୀ - ଖରାବ୍) ସମ୍ପାଦନା

ସ୍ୱାସ୍ଥ୍ୟ ବିଗିଡ଼ିବା; ଅସୁସ୍ଥ ହେବା — Not feeling well; feeling sick.