ତବିଅତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତବୀଅତ୍) ସମ୍ପାଦନା

୧. ଶୀରୀରିକ ସ୍ୱାସ୍ଥ୍ୟ — ୧. Health.
୨. ଦିଲ୍; ମେଜାଜ୍; ଚିତ୍ତ — ୨. Temperament; humour.