ତବକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତବକାବୁନ୍ଦିଆ—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ -(ଆରବୀ - ତବକହ୍=ପାତିଆ) ସମ୍ପାଦନା

ଚିନିର ଶିରାରେ ପୁର୍ଣ୍ଣ ଗୋଲାକାର ବୁନ୍ଧିଆ; ଟବକାବୁନ୍ଦିଆ —A kind of sweetmeat consisting of hollow globules of flour boiled in ghee and saturated with syrup.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - ସମ୍ପାଦନା

ତମାଖୁ (ଦେଖ) - Tamākhu (See)