ତବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ସର୍ବନାମ (ଯୁକ୍ଷ୍ମଦ୍ ଶବ୍ଦର ୬ଷ୍ଠୀ ବିଭକ୍ତି୧ ବଚନ) ସମ୍ପାଦନା

ତୁମ୍ଭର; ତୋର —Your; thy; thine.

[ଦ୍ରଷ୍ଟବ୍ୟ —ସ୍ନେହାସ୍ପଦ ବା ଭକ୍ତିଭାଜନ ବ୍ୟକ୍ତି ବା ଈଶ୍ୱରଙ୍କ ପ୍ରତି ପଦ୍ୟରେ 'ତୁମ୍ଭର' ଏହି ଶବ୍ଦ ପରିବର୍ତ୍ତରେ 'ତବ' ବ୍ୟବହୃତ ହୁଏ ଓଡ଼ିଆରେ ଏହାକୁ ଅବ୍ୟୟ ବୋଲି ଅନ୍ୱୟ କରାଯାଏ]