ତବ
ତୁମ୍ଭର; ତୋର —Your; thy; thine.
[ଦ୍ରଷ୍ଟବ୍ୟ —ସ୍ନେହାସ୍ପଦ ବା ଭକ୍ତିଭାଜନ ବ୍ୟକ୍ତି ବା ଈଶ୍ୱରଙ୍କ ପ୍ରତି ପଦ୍ୟରେ 'ତୁମ୍ଭର' ଏହି ଶବ୍ଦ ପରିବର୍ତ୍ତରେ 'ତବ' ବ୍ୟବହୃତ ହୁଏ ଓଡ଼ିଆରେ ଏହାକୁ ଅବ୍ୟୟ ବୋଲି ଅନ୍ୱୟ କରାଯାଏ]