ତଫାତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ତଫୋତ୍, ତଫଉତ୍, ତଫାଉତ୍ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତଫାବତ) ସମ୍ପାଦନା

୧. ବ୍ୟବଧାନ; ଅନ୍ତର —୧. Interval.
୨. ଦୂରତ୍ୱ —୨. Distance.
୩. ପ୍ରଭେଦ —୩. Difference; disparity.

ବିଶେଷଣ - ସମ୍ପାଦନା

୧. ଭିନ୍ନ —୧. Separate.
୨. ଦୂରସ୍ଥ —୨. Distant.
୩. ଅନ୍ତର ବା ବ୍ୟବଧାନରେ ଅବସ୍ଥିତ — ୩. Situated at intervals.

ସମ୍ପାଦନା

ଆ଼ଡ଼େଇ ଯାଅ; ଦୂର ହୁଅ — (interjection) Be off! keep away! stay at a distance !