ତପସ୍ୟା
ତପସ୍ୟା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତପସ୍+ଭାବେ. ଯ+ସ୍ତ୍ରୀ. ଆ)
ସମ୍ପାଦନା- ୧. ଅଭୀଷ୍ଟ ଫଳ—ପ୍ରାପ୍ତି ନିମନ୍ତେ କଠୋର ବ୍ରତ ସାଧନା — ୧. Asceticism.
- ୨. ବ୍ରତଚର୍ଯ୍ୟା —୨. Devotional engagement.
- ୩. କଠୋର ବ୍ରତାଚରଣ — ୩. Practice of severe austerities.
- ୪. ତପସ୍ୟା ମତ୍ସ୍ୟ (ଦେଖ) - ୪. Tapasyā matsya (See)
- ୫. ଫାଲ୍ଗୁନ ମାସ (ହିନ୍ଦୀ - ଶବ୍ଦସାଗର) — ୫. The month of Fālguna.