ତପସ୍ୟା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତପସ୍+ଭାବେ. ଯ+ସ୍ତ୍ରୀ. ଆ)

ସମ୍ପାଦନା
୧. ଅଭୀଷ୍ଟ ଫଳ—ପ୍ରାପ୍ତି ନିମନ୍ତେ କଠୋର ବ୍ରତ ସାଧନା — ୧. Asceticism.
୨. ବ୍ରତଚର୍ଯ୍ୟା —୨. Devotional engagement.
୩. କଠୋର ବ୍ରତାଚରଣ — ୩. Practice of severe austerities.
୪. ତପସ୍ୟା ମତ୍ସ୍ୟ (ଦେଖ) - ୪. Tapasyā matsya (See)
୫. ଫାଲ୍ଗୁନ ମାସ (ହିନ୍ଦୀ - ଶବ୍ଦସାଗର) — ୫. The month of Fālguna.