ତପସିଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତଫ୍ସୀଲ୍) (କଚିରିଆ) ସମ୍ପାଦନା

୧. ବିବରଣ — ୧. Description.
୨. ବିସ୍ତାରିତ ବିବରଣ —୨. Detailed statement.
୩. ତାଲିକା; ଫେରସ୍ତ; ଫର୍ଦ —୩. Schedule; list.
୪. କୈଫିୟତ —୪. Explanation; explanatory remarks.
୫. ବିଶ୍ଳେଷଣ; ବିଭାଜନ; ବଣ୍ଟନ —୫. Distribution.
୬. ସୂଚୀ —୬. Index.
୭. ଟୀକା; ନୋଟ୍ —୭. Note.

ଦେଶଜ - ବିଶେଷଣ - ସମ୍ପାଦନା

ଯହିଁର ବିସ୍ତାରିତ ବିବରଣ ନିମ୍ନରେ ଦିଆଗଲା; ତପସିଲ ଲିଖିତ —Of which the detail is appended or given below.