ତପଃକର

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ତପଃ+କୃ ଧାତୁ+କର୍ତ୍ତୃ. ଅ)

ସମ୍ପାଦନା
୧. ଯେ ତପସ୍ୟା କରେ; ତପସ୍ୱୀ —୧. Practising religious austerities or penance; religious mortification.
୨. ତପସ୍ୟା ମତ୍ସ୍ୟ (ଦେଖ) - — ୨. Tapasyā matsya (See)