ତନ୍ଖି କରିବା
ତନ୍ଖି କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତନ୍ଖି କରିବା
|
ଦେଶଜ - କ୍ରି. (ଫାରାସୀ - ତନ୍ଖୋଆ)
ସମ୍ପାଦନା- ୧. କୌଣସି କାର୍ଯ୍ୟର ତତ୍ତ୍ୱ ନେବା; ତତ୍ତ୍ୱାବଧାରଣ କରିବା; ଅନୁସନ୍ଧାନ କରିବା — ୧. To supervise a work; to look after a work.
- ୨. ତଦନ୍ତ କରିବା; ତଦାରଖ କରିବା; ପରୀକ୍ଷା କରିବା — ୨. To enquire; to investigate; to examine a matter; to inspect a thing.
- ୩. କୌଣସି କାର୍ଯ୍ୟର ଆନୂମାନିକ ବ୍ୟୟ ପୂର୍ବରୁ ସ୍ଥିର କରିବା; ଏଷ୍ଟିମେଟ୍ କରିବା —୩. To prepare an estimate for a certain work.
- ୪. କୈଣସି ବିଷୟର ତଥ୍ୟ ନିରୂପଣ କରିବା; ଠକଣା କରିବା —୪. To ascertain any matter.