ତନ୍‌ଖା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତନ୍ଖ୍ୱାହ୍=ବେତନ; ତୁଳନା କର ସଂସ୍କୃତ - ଟଙ୍କ; ଦେଶଜ - ଟଙ୍କା; ପ୍ରାଚୀନ ବଙ୍ଗଳା) ସମ୍ପାଦନା

୧. ଦରମା; ବେତନ; ଚାକରର ମାସିକ ପ୍ରାପ୍ୟ ପାରିଶ୍ରମିକ —୧. pay; salary; monthly wages (of a servant).
୨. ବରାଦି ଚିଠି; କୌଣସି ବ୍ୟକ୍ତିକୁ ଟଙ୍କା ଦେବା ନିମନ୍ତେ କର୍ମଚାରୀ ବା ପ୍ରଜାଙ୍କ ପ୍ରତି ପ୍ରଭୂଙ୍କର ଆଦେଶପତ୍ର; ଚିଠି — ୨. Bill of exchange; an order or letter issued to a servent to pay mony to a third person.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ବନ୍ଧକ ଦେଇ ଋଣ ଆଣିବା — Borrowing money on mortgage or pledge.