ତନ୍ମୟ
- ବିଭୋର
- କୌଣସି ବିଷୟରେ ସମ୍ପୂର୍ଣ୍ମ୍ ନିବିଷ୍ଟ
ଆଧାର
ସମ୍ପାଦନା- ↑ ଅଜନ୍ତା ଓଡ଼ିଆ ଅଭିଧାନ, ପୃଷ୍ଠା: ୬୨୭
ତନ୍ମୟ
ଉଚ୍ଚାରଣ
ସମ୍ପାଦନା(ତନ୍ମୟୀ—ସ୍ତ୍ରୀ)
(ତନ୍ମୟତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତତ୍+ସ୍ୱରୂପାର୍ଥେ ମୟ)
ସମ୍ପାଦନା- ୧. ତନ୍ନିମଗ୍ନ; ତଦାତ୍ମା; ତନ୍ମନା — ୧. Wholly absorbed in that.
- ୨. ତଦ୍ଗତ —୨. Become one with that.