ତନ୍ଦ୍ରା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତନ୍ଦ୍ର୍ ଧାତୁ= ଅଳସ ହେବା+ ଭାବ. ଅ)

ସମ୍ପାଦନା
୧. ଅଳ୍ପ ନିଦ୍ରା; ଛାଇ ନିଦ —୧. Slight sleep; nap.
୨. ନିଦ୍ରାବେଶ; ନିଦ ମାଡ଼ିବା; ଘୁମାଇବା — ୨. Drowisness; sleepiness; dozing.
୩. ଜଡ଼ତା; ଆଳସ୍ୟ — ୩. Sloth; idleness; laziness.
୪. ଅବସାଦ; ଅବସନ୍ନତା — ୪. Lassitude; weariness; langour.

ପ୍ରାଦେଶିକ - (ଗଞ୍ଜାମ, ଗଡ଼ଜାତ)ବିଶେଷଣ - ଓ ବିଶେଷ୍ୟ -

ସମ୍ପାଦନା

ତନ୍ଦରା (ଇତ୍ୟାଦି) (ଦେଖ) - —Tandarā (etc) (See)