ଓଡ଼ିଆ ସମ୍ପାଦନା

ବିଶେଷଣ

ଉଦାହରଣ: ତନ୍ଦରା ହୋଇ କାମ କଲେ ସୁଫଳ କି ମିଳେ !

ପ୍ରତିଶବ୍ଦ ସମ୍ପାଦନା

  1. ତରବର
  2. କାଉଳା
  3. ଅତରଛିଆ
  4. ଲଣ୍ଡଭଣ୍ଡତନ୍ଦରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - ବିଶେଷ୍ୟ - (ଗଞ୍ଜାମ; ଗଡ଼ଜାତ) (ସଂସ୍କୃତ - ତ୍ୱରା) ସମ୍ପାଦନା

୧. ଉଦ୍ୱେଗ —୧. Eagerness; anxiety.
୨. ଉତ୍କଣ୍ଠା —୨. Uneasiness.
୩. ଅସ୍ଥିରତା —୩. Restlessness.
୪. ତ୍ୱରାନ୍ୱିତ ଅବସ୍ଥା —୪. Hurry; haste.

ବିଶେଷଣ - (ସଂସ୍କୃତ - ତ୍ୱାରାନ୍ୱିତ) ସମ୍ପାଦନା

୧. ଉଦ୍ୱିଗ୍ନ —୧. Anxious.
୨. ଅସ୍ଥିର —୨. Restless.
୩. ତ୍ୱରାନ୍ୱିତ —୩. In haste.