ତନୁତ୍ର

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତନୁ=ଶରୀର+ତ୍ରୈ ଧାତୁ=ତ୍ରାଣ କରିବା+କର୍ତ୍ତୃ. ଅ; ଯାହା ଶରୀରକୁ ଆଘାତରୁ ତ୍ରାଣ ବା ରକ୍ଷା କରେ)

ସମ୍ପାଦନା
୧. ବର୍ମ; ସାଞ୍ଜୁ —୧. Armour; mail.
୨. ଶରୀରର ରକ୍ଷା କରିବା ବସ୍ତୁ —୨. Skin protector.