ତଦାରଖି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ତଦାରୁକ୍) ସମ୍ପାଦନା

ତଦାରଖ (ଦେଖ) - Tadārakha (See)

ମାମଲା ତଦାରଖି ଆରମ୍ଭ ହେଲା—ଫକୀରମୋହନ. ଛମାଣଆଠଗୁଣ୍ଠ