ତଦାରକ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତଦାରୁକ୍)

ସମ୍ପାଦନା
୧. ତଦନ୍ତ — ୧. Enquiry.
୨. ଅନୁସନ୍ଧାନ —୨. Investigation.
୩. ପୂର୍ବରୁ ସତର୍କତା —୩. Precaution.
୪. ସ୍ଥାନୀୟ ପରୀକ୍ଷା —୪. Local enquiry.
୫. ପ୍ରତୀକାର —୫. Remedy; provision.
୬. ହଜିବା ଦ୍ରବ୍ୟ ବା ଫେରାର୍ ଆସାମୀକୁ ଖୋଜିବା — ୬. Search after a messing thing or an absconder.
୭. କୌଣସି ଅପରାଧ ବା ଦୂର୍ଘଟନା ନ ଘଟିବା ବିଷୟରେ ପ୍ରବାଦ —୭. Precautionary measures.