ତଦବିରି
ତଦବି(ରି)
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ତଦ୍ୱୀର)
ସମ୍ପାଦନା- ୧. ଅଭୀଷ୍ଟ ସାଧନୋପାୟ; ଉଦ୍ୟମ; ଉଦ୍ଯୋଗ — ୧. Means; steps; dilligence.
x x x ହବ କଣ ଗୋଟାଏ? ତଦ୍ୱିର କଲେ କୁଆଡ଼େ ଉଡ଼ିଯିବ ଭିକାରୀ. ସଂସାରଚିତ୍ର
- ୨. ପ୍ରତୀକାର —୨. Remedy.
- ୩. ଚେଷ୍ଟା —୩. Endeavour; efforts.
- ୪. ଅନୁଷ୍ଠାନ —୪. Taking step.
- ୫. ଆୟୋଜନ; ଯୋଗାଡ଼; ବ୍ୟବସ୍ଥା — ୫. Arrangement.
- ୬. (କଚିରିଆ) ମକଦ୍ଦମାର ତାରିଖ ପୂର୍ବରୁ ମକଦ୍ଦମା ପାଇଁ କରାଯିବା ସମସ୍ତ ଆନୁପୂର୍ବକ ଉଦ୍ୟମ — ୬. Priliminary steps taken for the proper prosecution of a case in court.