ତଦବି(ରି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତଦ୍ୱୀର) ସମ୍ପାଦନା

୧. ଅଭୀଷ୍ଟ ସାଧନୋପାୟ; ଉଦ୍ୟମ; ଉଦ୍ଯୋଗ — ୧. Means; steps; dilligence.

x x x ହବ କଣ ଗୋଟାଏ? ତଦ୍ୱିର କଲେ କୁଆଡ଼େ ଉଡ଼ିଯିବ ଭିକାରୀ. ସଂସାରଚିତ୍ର

୨. ପ୍ରତୀକାର —୨. Remedy.
୩. ଚେଷ୍ଟା —୩. Endeavour; efforts.
୪. ଅନୁଷ୍ଠାନ —୪. Taking step.
୫. ଆୟୋଜନ; ଯୋଗାଡ଼; ବ୍ୟବସ୍ଥା — ୫. Arrangement.
୬. (କଚିରିଆ) ମକଦ୍ଦମାର ତାରିଖ ପୂର୍ବରୁ ମକଦ୍ଦମା ପାଇଁ କରାଯିବା ସମସ୍ତ ଆନୁପୂର୍ବକ ଉଦ୍ୟମ — ୬. Priliminary steps taken for the proper prosecution of a case in court.