ତଦନୁଯାୟୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ତତ୍+ଅନୁଯାୟୀ) ସମ୍ପାଦନା

ସେହି ବସ୍ତୁ ପରି — Corresponding to that; similar to that.

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

ତଦନୁସାରେ —Thus; like that; accordingly; according to that.