ତଥ୍ୟ
ତଥ୍ୟ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ତଥା=ସେହିପରି+ଭାବେ. ଯ) ସମ୍ପାଦନା
- ୧. ସତ୍ୟ; ଯଥାର୍ଥ୍ୟ —୧. Reality; truth.
- ୨. ପ୍ରକୃତ ଅବସ୍ଥା —୨. Real condition.
- ୩. ସ୍ଥିରତା —୩. Certainty.
- ୪. ଅସଲ —୪. Actual state of affairs.
- ୫. ତତ୍ତ୍ୱ; ଗୂଢ଼ମର୍ମ —୫. Inner secret.
ସଂସ୍କୃତ - ବିଶେଷଣ - ସମ୍ପାଦନା
- ୧. ଯଥାର୍ଥ —୧. Real; exact.
- ୨. ସତ୍ୟ —୨. true.
- ୩. ପ୍ରକୃତ —୩. Actual.