ତଥାଗତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ତଥା+ଗତ; ଆଗତ) ସମ୍ପାଦନା

୧. ତଥାଭୃତ; ସେହି ରୂପେ ଘଟିଥିବା —୧. Such; so-conditioned happening in that fashion.
୨. ତଦ୍ରୂପ ଆଗତ; ସେହି ରୂପ ଆସିଥିବା — ୨. Arrived in that manner.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବୁଦ୍ଧଦେବଙ୍କ ଗୋଟିଏ ନାମ — A name of the Buddha.