ତଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)
  • (file)

ସଂସ୍କୃତ - ଅ (ତଦ୍=ସେ+ପ୍ରକାରାର୍ଥେ. ଥା) ସମ୍ପାଦନା

୧. ସେହିପ୍ରକାରେ — ୧. Similarly; in like manner; so; in that manner.
୨. ପୂର୍ବ ପରି —୨. As before.
୩. ଆହୁରି ମଧ୍ୟ; ମଧ୍ୟ —୩. Also.
୪. ସେହିପରି ସ୍ଥଳରେ; ସେହି ଅବସ୍ଥାରେ — ୪. Under those circumstances.
୫. ଏବଂ —୫. And.
୬. ତହିଁରେ —୬. In that.
୭. ତନ୍ନିମିତ୍ତ; ସେଥିପାଇଁ —୭. For that reason.
୮. ପ୍ରକୃତରେ; ଯଥାର୍ଥରେ — ୮. Really; actually; truly.
୯. ତାହାହିଁ —୯. That alone.

ତଥା ହେଉ ବୋଲି ତାକୁ ବୋଲି କୃଷ୍ଣସିଂହ. ମହାଭାରତ. ବନ

୧. (ସଂସ୍କୃତରେ) ନିଶ୍ଚୟାର୍ଥକ; ସମୁଚ୍ଚୟାର୍ଥକ; ସ୍ୱୀକାରାର୍ଥକ; ସାଦ୍ଦୃଶ୍ୟାର୍ଥକ (ଅବ୍ୟୟ) —୧୦. A conjunction used in Sanscrit to denote certainty, collection, consent and similarity.