ତତ୍ପୂର୍ବେ
ତତ୍ପୂର୍ବେ
ଉଚ୍ଚାରଣ
ସମ୍ପାଦନା(ତତ୍ପର୍ବେ—ଅନ୍ୟରୂପ)
ଅନୁବାଦ
ସମ୍ପାଦନାତତ୍ପୂର୍ବେ
|
ସଂସ୍କୃତ - କ୍ରି,ବିଶେଷଣ -
ସମ୍ପାଦନାତହିଁରେ ପୂର୍ବଦିଗରେ — East of that.
[ଦ୍ରଷ୍ଟବ୍ୟ —ଓଡ଼ିଆ ଜମି ମାପ ଭଉଁରିଆରେ 'ତତ୍ପୂର୍ବେ' ଶବ୍ଦର ସାଙ୍କେତିକ ତ: ପୁ:]
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା(ସଂସ୍କୃତ - ତତ୍ପୂର୍ବ) ତହିଁର ପୂର୍ବବର୍ତ୍ତୀ କାଳରେ; ତହିଁର ଆଗରୁ —Previously to that; before that.