ତତ୍ପଦାର୍ଥ
ତତ୍ପଦାର୍ଥ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ତତ୍+ପଦାର୍ଥ) ସମ୍ପାଦନା
- ୧. ସେହି ପଦାର୍ଥ — ୧. The same thing.
- ୨. ପରମାତ୍ମା; ପରମେଶ୍ୱର (ହିନ୍ଦୀ - ଶବ୍ଦସାଗର) —୨. God.
- ୩. ନିବିଷ୍ଟ; ଥାସକ୍ତ —୩. Devoted to; eagerly engaged in; zealous.
- ୪. ଦକ୍ଷ; ନିପୁଣ —୪. Dilligent; skilful.
- ୫. ଚତୁର —୫. Clever.
- ୬. ଉଦ୍ୟତ —୬. Ready; prepared.
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
ସମୟର ଅତି କ୍ଷୁଦ୍ର ପରିମାଣବିଶେଷ; ନିମେଷର ୩ ଭାଗର ଏକ ଭାଗ (ହିନ୍ଦୀ - ଶବ୍ଦସାଗର) — A very short, ୧/୩୦ th part of a wink of time.
ଦେଶଜ - ବିଶେଷଣ - ସମ୍ପାଦନା
ତାହାର ପରବର୍ତ୍ତୀ —Next to that.
(ଯଥା—ତତ୍ପର୍ ପୃଷ୍ଠାରେ ଅମୁକ ବିଷୟ ଲେଖାଅଛି)
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ତତ୍ୱରଃ) ସମ୍ପାଦନା
ତାହାପରେ; ତଦନନ୍ତର — After that; follwing upon that.
ପୁଲକ ଆଙ୍କୁରେ ମୁକୁରେ ଯେ ଧିକ କରେ କପୋଳ ତତପର ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ