ତତ୍କ୍ଷଣେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା

ସେହି କ୍ଷଣରେ — In the very moment.

[ଦ୍ରଷ୍ଟବ୍ୟ —ସଂସ୍କୃତ - ତତ୍କ୍ଷଣେ ଅର୍ଥରେ ଓଡ଼ଆରେ ତତ୍କ୍ଷଣାତ୍ ବ୍ୟବହୃତ ହୁଏ]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ତତ୍କ୍ଷଣେ) ସମ୍ପାଦନା

ସେହି ମୂହୁର୍ତ୍ତରେ — Immediately; at once.

[ଦ୍ରଷ୍ଟବ୍ୟ —ସଂସ୍କୃତତେ ତତ୍କ୍ଷଣାତ୍ର ଅର୍ଥ ସେହି କ୍ଷଣରୁ ବା ସେହି ମୂହୁର୍ତ୍ତରୁ ଓ ସଂସ୍କୃତ - ତତ୍କ୍ଷଣେ ଅର୍ଥ ସେହି କ୍ଷଣରେ ଓଡ଼ିଆରେ 'ତତ୍କ୍ଷଣେ' ଅର୍ଥରେ ତତ୍କ୍ଷଣାତ୍ ବ୍ୟବହୃତ]

[ବିଶେଷ ଦ୍ରଷ୍ଟବ୍ୟ—ବର୍ଣ୍ଣମାଳାକ୍ରମେ 'ତତ୍କ୍ଷଣେ' ଶବ୍ଦ ପରେ ଓ 'ତତ୍ ପର' ଶବ୍ଦ ପୂର୍ବରେ 'ତତ୍ତ୍ୱ' 'ତତ୍ତୁ' ଇତ୍ୟାଦି ଶବ୍ଦ ରହିବା ଉଚିତ ବୋଲି କେହି ପାଠକ ଭାବି ତତ୍ତୁ, ତତ୍ତୁ ଇତ୍ୟାଦି ଶବ୍ଦମାନଙ୍କୁ 'ତତ୍କ୍ଷଣେ ପଳେ ପାଠକ ତତ୍ପର ପୂର୍ବେ ଖୋଜି ପାରନ୍ତି କିନ୍ତୁ ଏ ଗ୍ରନ୍ଥରେ ବର୍ଣ୍ଣକ୍ରମ ଅନୁସାରେ ପ୍ରଥମ ହଳନ୍ତ ଅକ୍ଷର ଓ ତତପରେ ଉକ୍ତ ଅକ୍ଷର ବା ତତ୍ପରେ ମାତ୍ରଯୁକ୍ତ ଉକ୍ତ ଅକ୍ଷର ଓ ତତପରେ ଫଳାଯୁକ୍ତ ଉକ୍ତ ଅକ୍ଷର ବା ଯୁକ୍ତାକ୍ଷର ଦିଆଯାଉ ଥିବାରୁ ତତୋଽଧିକ ପରେ ତତ୍ତ୍ୱ, ତତ୍ତ୍ୱ ଇତ୍ୟାଦି ଶବ୍ଦ ଖୋଜିବାକୁ ହେବ]