ତତ୍କାଳଧୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତତ୍କାଳଧୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ତତ୍କାଳ+ଧୀ=ବୁଦ୍ଧି; ବହୁବ୍ରୀହି) ସମ୍ପାଦନା

ପ୍ରତ୍ୟୁତ୍ପନ୍ନମତି; ଉପସ୍ଥିତ ବୁଦ୍ଧି —Quick witted; having presence of mind.