ତତ୍କକ୍ଷଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ତତ୍କ୍ଷଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ସେହିକ୍ଷଣ — The very moment; that time.

ବୀକ୍ଷଣ କରି ସୀତା ରାମ ଲକ୍ଷ୍ମଣ ତତ୍କ୍ଷଣ ସବୁ ପଚାରେ ଉପେନ୍ଦ୍ର ଭଞ୍ଜ, ବୈଦେହୀଶବିଳାସ

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ସଙ୍ଗେ ସଙ୍ଗେ — ୧. Immediately; at once.
୨. ସେହି କ୍ଷଣରେ —୨. At the very moment.