ତତ୍କକ୍ଷଣ
ତତ୍କକ୍ଷଣ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ତତ୍କ୍ଷଣ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାସେହିକ୍ଷଣ — The very moment; that time.
ବୀକ୍ଷଣ କରି ସୀତା ରାମ ଲକ୍ଷ୍ମଣ ତତ୍କ୍ଷଣ ସବୁ ପଚାରେ ଉପେନ୍ଦ୍ର ଭଞ୍ଜ, ବୈଦେହୀଶବିଳାସ
ଅନୁବାଦ
ସମ୍ପାଦନାଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ସଙ୍ଗେ ସଙ୍ଗେ — ୧. Immediately; at once.
- ୨. ସେହି କ୍ଷଣରେ —୨. At the very moment.