ତତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ସର୍ବନାମ (ସଂସ୍କୃତ - ତତ୍=ସେ; ସେହି; ତାହା ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୋଇ ସନ୍ଧି ହେଲେ 'ତଦ୍' ସ୍ଥାନରେ 'ତତ୍' ହୋଇଯାଏ ଯଥା—ତତ୍କ୍ଷଣାତ; ତତ୍କାଳ) ସମ୍ପାଦନା

ସେ; ସେହି; ତାହା —A prefix compounded with a word denothing 'that'

[ଦ୍ରଷ୍ଟବ୍ୟ —ତଦ୍ ଶବ୍ଦ ସଙ୍ଗେ ସମାସରେ ନିଷ୍ପନ୍ନ ଅନେକ ସଂସ୍କୃତ ଶବ୍ଦ ଏ ଭାଷାକୋଷରେ ନ ମିଳିଲେ ୨ୟ ଶବ୍ଦର ଅର୍ଥ ଏ ଭାଷା— କୋଷରେ ଦେଖି ତହିଁ ସଙ୍ଗେ ତାହା ଲଗାଇ ଅର୍ଥ କରାଯାଇ ପାରିବ ଯଥା—ତତ୍ପ୍ରସାଦ, ତତ୍ପରିମଳ, ତତ୍ପ୍ରାର୍ଥନା]