ତତୋଧିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତତୋନ୍ୟୂନ, ତତୋଳ୍ପ—ବିପରୀତ)

ସଂସ୍କୃତ - ବିଶେଷଣ - (ତତଃ+ଅଧିକ) ସମ୍ପାଦନା

୧. ତାହାଠାରୁ ଅଧିକ — ୧. More than that.
୨. ଅଧିକତର — ୨. Greater.