ତତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତନ୍ ଧାତୁ=ବିସ୍ତାର+ଭାବ .ତି) ସମ୍ପାଦନା

୧. ବିସ୍ତାର; ବିସ୍ତୃତି —୧. EXtension; extent.
୨. ଧାଡ଼ି —୨. Line; row.
୩. ଶ୍ରେଣୀ —୩. Class.
୪. ସମୂହ —୪. Multitude.

ଗୁରୁଜନ ତତି ଜାଣିଲେ କି ଗତି ଅଷ୍ଟ ଦୁର୍ଗପତି କହେ କବିସୂର୍ଯ୍ୟ. କିଶୋରଚମ୍ପୁ