ତତଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ଶୂଦ୍ରଭାଷା) ବିଶେଷଣ - (ସଂସ୍କୃତ - ତପ୍ତ) ସମ୍ପାଦନା

୧. ଉଷ୍ଣ; ଗରମ; ତବତ; ତପ୍ତ — ୧. Hot; warm.

ଏହା ସେହିପରି ତତଲା ନିଶ୍ୱାସ ଫକୀରମୋହନ, ଛମାଣ, ଆଠଗୁଣ୍ଠ

୨. ଗରମ କରା ଯଇଥିବା; ଉତ୍ତାପିତ — ୨. Heated; warmed.