ତତ
ତତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ତନ୍ ଧାତୁ=ବିସ୍ତାର କରିବା+ କର୍ମ, ତ)
ସମ୍ପାଦନା- ୧. ବିସ୍ତୁତ; ବ୍ୟାପ୍ତ — ୧. Spread; expanded; stretched out.
- ୨. ତାର ବା ତନ୍ତୁଯୁକ୍ତ —୨. Stringed.
ସଂସ୍କୃତ - ବିଶେଷ୍ୟ - (+ କର୍ତ୍ତୃ. ତ)
ସମ୍ପାଦନା- ୧. ବାୟୁ —୧. Air.
- ୨. ତନ୍ତୁ ନିର୍ମିତ ବୀଣାଦି ବାଦ୍ୟ — ୨. Stringed musical instrument.
- ୩. (+ଭାବ. ତ) ବିସ୍ତାର —୩. Extension.
- ୪. (+ଅପାଦାନ. ତ) ପିତା —୩. Father.
- ୫. (+କର୍ମ. ତ) ପୁତ୍ର —୫. Son.
- ୬. ବଂଶ —୬. Race; family.