ତତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ତନ୍ ଧାତୁ=ବିସ୍ତାର କରିବା+ କର୍ମ, ତ) ସମ୍ପାଦନା

୧. ବିସ୍ତୁତ; ବ୍ୟାପ୍ତ — ୧. Spread; expanded; stretched out.
୨. ତାର ବା ତନ୍ତୁଯୁକ୍ତ —୨. Stringed.

ସଂସ୍କୃତ - ବିଶେଷ୍ୟ - (+ କର୍ତ୍ତୃ. ତ) ସମ୍ପାଦନା

୧. ବାୟୁ —୧. Air.
୨. ତନ୍ତୁ ନିର୍ମିତ ବୀଣାଦି ବାଦ୍ୟ — ୨. Stringed musical instrument.
୩. (+ଭାବ. ତ) ବିସ୍ତାର —୩. Extension.
୪. (+ଅପାଦାନ. ତ) ପିତା —୩. Father.
୫. (+କର୍ମ. ତ) ପୁତ୍ର —୫. Son.
୬. ବଂଶ —୬. Race; family.