ତଣ୍ଡେଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ତଣ୍ଡଲ୍, ତଣ୍ଡୋଳ୍ଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ନୌକା ଆଦିର ଖଲାସୀ — ୧. A menial servant in a boat or a lock.
୨. ନୌକାର ମାଝୀମାନଙ୍କ ସରଦାର — ୨. The headman amongst the Boatman.