ତଣ୍ଡୁଳୋଦକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ତଣ୍ଡୁଳଜଳ, ତଣ୍ଡୁଳାମ୍ୱୁଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) (ତଣ୍ଡୁଳ+ଉଦକ=ମ. ପ. ଲୋ.) ସମ୍ପାଦନା

୧. ଅରୁଆ ଚାଉଳ ବା ଅରୁଆ ଚାଉଳ ଚୂନାକୁ ୪ ଗୁଣ ବା ୮ ଗୁଣ ପାଣିରେ ଧୋଇ ଚାଉଳ ଛାଣିନେଲେ ଯେଉଁ ପାଣି ରହେ —୧. Rice water (rice washed in ୪ or ୮ time its weight in water).
୨. ଚାଉଳଧୁଆ ପାଣି —୨. Rice water.