ତଣ୍ଡୁଳୋଦକ
ତଣ୍ଡୁଳୋଦକ
ଉଚ୍ଚାରଣ
ସମ୍ପାଦନାତଣ୍ଡୁଳଜଳ, ତଣ୍ଡୁଳାମ୍ୱୁଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) (ତଣ୍ଡୁଳ+ଉଦକ=ମ. ପ. ଲୋ.)
ସମ୍ପାଦନା- ୧. ଅରୁଆ ଚାଉଳ ବା ଅରୁଆ ଚାଉଳ ଚୂନାକୁ ୪ ଗୁଣ ବା ୮ ଗୁଣ ପାଣିରେ ଧୋଇ ଚାଉଳ ଛାଣିନେଲେ ଯେଉଁ ପାଣି ରହେ —୧. Rice water (rice washed in ୪ or ୮ time its weight in water).
- ୨. ଚାଉଳଧୁଆ ପାଣି —୨. Rice water.