ତଣ୍ଡୁଳିକାଶ୍ରମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତଣ୍ଡୁଳ+କ+ସ୍ତ୍ରୀ. ଆ+ଆଶ୍ରମ) ସମ୍ପାଦନା

ହିନ୍ଦୁମାନଙ୍କର ତୀର୍ଥସ୍ଥାନବିଶେଷ — A palce of pilgrimage of the Hindus.

ତଣ୍ଡୁଳିକାଶ୍ରମରେ ରହି ଦିନାକେତେ—କୃଷ୍ଣସିଂହ. ମହାଭାରତ. ବନ