ତଣ୍ଡୁରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତଣ୍ଡ ଧାତୁ+ସଂଜ୍ଞାର୍ଥେ. ଉରଣ) ସମ୍ପାଦନା

୧. ଚାଉଳଧୂଆ ପାଣି (ହିନ୍ଦୀ - ଶବ୍ଦସାଗର) — ୧. Water of washed rice.
୨. ପୋକ ଜୋକ (ହିନ୍ଦୀ - ଶବ୍ଦସାଗର) — ୨. Warms and insects.